ତାତିକୁ ବଳିଲା ବିଜୁଳି ନିର୍ଯାତନା : ସକାଳୁ ସନ୍ଧ୍ୟା ଯାଏ କଲବଲ

ଭୁବନେଶ୍ୱର : ସକାଳ-ସଂଜ, ଦିନ-ରାତି; କେତେ‌ବେଳେ ବି ନିସ୍ତାର ନାହିଁ। ସୂର୍ଯ୍ୟ ଉଇଁବା ପୂର୍ବରୁ ପରିବେଶଟା ଯେମିତି ପୂରା ଗୁମ୍‌ ହୋଇଯାଉଛି। ଗଛ, ପତ୍ର ବି ଟିକେ ଦୋହଲିବା କଷ୍ଟକର। ଦିନ ବଢ଼ିବା ସହ ତାଳ ଦେଇ ଗରମର ନିର୍ଯାତନା ବଢ଼ି ଚାଲିଛି। ପଙ୍ଖା ଆଗରୁ ମୁହଁ କାଢ଼ିଲେ ଦେହ-ମୁଣ୍ଡ ସବୁ ଓଦା। ରୋଷେଇ ଘରେ ନିଆଁ ମୁହଁରେ ଟିକିଏ ଠିଆ ହୋଇଗଲେ, ଡ୍ରେସ୍‌, ଶାଢ଼ିରୁ ଝାଳ ସବୁ ବୁଦ୍‌ବୁଦ୍‌ … Continue reading ତାତିକୁ ବଳିଲା ବିଜୁଳି ନିର୍ଯାତନା : ସକାଳୁ ସନ୍ଧ୍ୟା ଯାଏ କଲବଲ